ବାଲିଚନ୍ଦ୍ରପୁର ପୋଲିସ ଉପସ୍ଥିତରେ ବିଧାୟକଙ୍କୁ ବିରୋଧ!

ଅଷ୍ଟିନ ନ୍ୟୁଜ/ଯାଜପୁର ତା-୧୧-୧୨-୨୦୨୩ ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେବାକୁ ଯାଉଥିବା ସମୟରେ,ରାସ୍ତାରେ ବାଉଁଶ ବାନ୍ଧି କିଛି ଲୋକ ଉଦେଶ୍ୟ ମୂଳକ ଭାବେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା।ଏପରିକି କିଛି ଯୁବକ ହାତରେ ଅଣ୍ଡା ଧରି ଫୋପାଡିବାକୁ ଆସିବା ସମୟରେ କିଛି ଯୁବକ ଅଟକାଇବାରେ ସଫଳ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ତରଫରୁ ଗଡ଼ଜିତ-ଅଚ୍ୟୁତବସନ୍ତ ଠାରୁ ଚଣ୍ଡିଆ-ବାଲିକୁଦା ପର୍ଯ୍ୟନ୍ତ … Continue reading ବାଲିଚନ୍ଦ୍ରପୁର ପୋଲିସ ଉପସ୍ଥିତରେ ବିଧାୟକଙ୍କୁ ବିରୋଧ!